Jump to content

ପାତରିଆଣୀ

ଉଇକିଅଭିଧାନ‌ରୁ

ପାତରିଆଣୀ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଜାଶପୁର) ବି—(ତୁଳ. ହିନ୍ଦୀ - ପତୁରିୟା, ପାତରୀ= ବେଶ୍ୟା)

[ସମ୍ପାଦନା]
୧. ବେଶ୍ୟା —୧. Whore; prostitute.
୨. ନର୍ତ୍ତକୀ —୨. A female dancer.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ପାତ୍ର ଉପାଧିଧାରୀ ପୁରୁଷ ସ୍ତ୍ରୀ —The wife of a person having the title of Pātra.