ପାତଳ
ଦେଖଣା
ପାତଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାତଳା, ପାତଳିଆଅନ୍ୟରୂପ
(ବହଳ—ବିପରୀତ)
ଅନୁବାଦ
[ସମ୍ପାଦନା]ପାତଳ
|
ଦେଶଜ - ବି—(ପା+ତଳ)
[ସମ୍ପାଦନା]ପାଦ ତଳ — The ground below one's feet.
ଶରଣ ବୋଲିକି ପଡ଼ିଲ ପାତଳେ— କବିସୂର୍ଯ୍ୟ—କିଶୋରୀ ଚମ୍ପୂଶ ଗୀତ
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପାଆତଳିଆ; ପାଦତଳସ୍ଥିତ — ୧. Situate below one's feet.
- ୨. ଅନୁଗତ —୨. Dependent; subservient.
- ୩. ଅତି ହୀନ —୩. Very low.
- ୪. (ସଂସ୍କୃତ - ପତ୍ରତୁଲ୍ୟ, ପତ୍ରଳ—ପତ୍ରପରି ସରୁ)—ପତଳା; ସରୁ —୪. Thin; fine; slender.
- ୫. କୃଶ; ଶୀର୍ଣ୍ଣକାୟ — ୫. Emaciated; lean; slender-bodied.
- ୬. ଜଳରେ ଗୋଳିଆ ହୋଇଥିବା — ୬. Diluted with water.
- ୭. ଜଳୀୟ; ତରଳ —୭. Watery; liquid.
- ୮. ଅଘନ —୮. Sparse; loose; not dense.