Jump to content

ପାତଳିଆ

ଉଇକିଅଭିଧାନ‌ରୁ

ପାତଳିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]

ପାତଳ (ଦେଖ) - — Pātaḻa (See)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅନୁଗତ ବ୍ୟକ୍ତି — ୧. A subservient or dependent person.
୨. ଭୃତ୍ୟ; ଦାସ; ପାଦସେବକ — ୨. Servant; slave.

ଚଲ୍ଲବେନ୍ଦ୍ର ନନ୍ଦନକୁ ପଲ୍ଲବମାଳିଆକୁ ଭଜେ କବିରବି ତାହାଙ୍କର ପାତଳିଆକୁ କବିସୂର୍ଯ୍ୟ, ସଙ୍ଗୀତ