ପାତଳୀ
ଦେଖଣା
ପାତଳୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପଥରକୁ ଚିକ୍କଣ କରି ହାଣିବାର ଛୋଟ ନିହାଣ — A small chisel to smooth a stone.
ଦେଶଜ - ବିଣ—ସ୍ତ୍ରୀ
[ସମ୍ପାଦନା]ପାତଳାର ସ୍ତ୍ରୀଲିଙ୍ଗ — Feminine of Pātaḻā
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ସ୍ତ୍ରୀବିଶେଷ (ହିନ୍ଦୀ - ଶ.) — A woman of a particular class.