Jump to content

ପାତାଳ ଗଙ୍ଗା

ଉଇକିଅଭିଧାନ‌ରୁ

ପାତାଳ ଗଙ୍ଗା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପାତାଳ+ଗଙ୍ଗା)

[ସମ୍ପାଦନା]

ପୁରାଣବର୍ଣ୍ଣିତ ପାତାଳ ଲୋକରେ ପ୍ରବାହିତ ନଦୀ; ଭୋଗବତୀ — Name of a river said to flow in the nether regions.

[ଦ୍ରଷ୍ଟବ୍ୟ —ସ୍ୱର୍ଗଗଙ୍ଗାର ନାମ ମନ୍ଦାକିନୀ, ମର୍ତ୍ତ୍ୟଗଙ୍ଗାର ନାମ ଭାଗୀରଥୀ, ପାତାଳଗଙ୍ଗାର ନାମ ଭୋଗବତୀ]