ପାତାଳ ଗରୁଡ଼
ଦେଖଣା
ପାତାଳ ଗରୁଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପାତାଳ ଗରୁଡ଼
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଔଷଧ ଲତାବିଶେଷ — ୧. A medicinal creeper Cocculus Villosus; Cogenaria Vulgaris.
[ ଦ୍ର—ଏହା ପୂର୍ବ ଉପଦ୍ୱୀପ ଛଡ଼ା ସମସ୍ତ ଭାରତ ଓ ଲଙ୍କାରେ ଜନ୍ମେ ଏହା ଛୋଟ ଝାମ୍ପୁଡ଼ିଆ ଗୁଳ୍ମ, ଶାଖା ଗଡ଼ିକ ଲମ୍ୱା ଓ ପତ୍ରଦ୍ୱାରା ଘନ ତାର୍କ୍ଷୀ, ଦୀର୍ଘକାଣ୍ଡା, ମହାମୂଳ; ବନତିକ୍ତିତା
ଅନୁବାଦ
[ସମ୍ପାଦନା]ପାତାଳ ଗରୁଡ଼
ତେଲୁଗୁ - ଦୂସର ତୋଗେ ଦୁସାରିତାଗା, ଚିପୁରାତିଗା ମ. ତାନଭେଲ, ବାମନାଭେଲା, ହୁଣ୍ଡିର୍, ତାନିଚା ବେଲ ଗୁ ବେବ୍ଡି, ବେବ଼୍ଡୀଓଲପ ତା. କଭୃକକୋଡ଼ି ସଂସ୍କୃତ - ନାମ—ଚନ୍ଦ୍ରା * ବଙ୍ଗାଳୀ: চন্দ্রা |
ଭାବରେ ଆଚ୍ଛାଦିତ ପତ୍ରର ରସରେ ପାଣି ମିଶାଇଲେ ଏକ ପ୍ରକାର ନୀଳ ରସରେ ପରିଣତ ହୁଏ ଏହି ରସ ଚିନି ସହିତ ମେହରୋଗର ଔଷଧ ରୂପେ ବ୍ୟବହୃତ ହୁଏ (Kirtikar).
ଏହାର ପତ୍ର ମଧୁର, ରୁଚିକର, ଶୁତ୍ରବର୍ଦ୍ଧକ, କଫ, ପିତ୍ତ ଓ ଦାହ— ନାଶକ]
- ୨. ଗଦବିଶେଷ; ସର୍ପବିଷନାଶକ ଚେର — ୨. A kind of sweet smelling root which is an antidote against snake-bite.
- ୩. ଦକ୍ଷିଣ ଆମେରିକାରୁ ଏ ଦେଶକୁ ଅଣା ଯାଇ ଲଗାଯାଇଥିବାର ତରୁବିଶେଷ — ୩. Ranwolfia Serpentina (Haines).
[ଦ୍ରଷ୍ଟବ୍ୟ —ଏହା ଖଡ଼ାଗଛ ପରି ଡ଼େଙ୍ଗା ଗୁଳ୍ମ ଏହା ୩/୪: ହାତ ବଢ଼େ ଏହାର ପତ୍ର ଓ ଚେର ବାଟି ଖୁଆଇଲେ ସର୍ପଦଷ୍ଟ ରୋଗୀ ଭଲ ହୁଏ ଏଥିର ପ୍ରତି ଗଣ୍ଠିରେ ୩/୪: ଟା ପତ୍ର ବଳୟାକାରରେ ଥାଏ ଫୁଲ ଧଳା ଓ ଭିତର ନୀଳରକ୍ତ, ବହିରାବରଣ ନାଲି, ଫଳ କଳା ଓ ଜୋଡ଼ା ଜୋଡ଼ା]