Jump to content

ପାତାଳ ପୁରୀ

ଉଇକିଅଭିଧାନ‌ରୁ

ପାତାଳ ପୁରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପାତାଳ+ପୁରୀ)

[ସମ୍ପାଦନା]
୧. ପାତାଳ —୧. The nether regions.
୨. ସପ୍ତ ପାତାଳ ମଧ୍ୟରୁ ସର୍ବନିମ୍ନ ଲୋକ — ୨. Name of the lowest of the seven nether regions according to Hindu mythology.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାଟି ଭିତରେ ନିର୍ମିତ ଗୁପ୍ତଗୃହ — A house or cellar built below the ground; underground vault.