Jump to content

ପାତାଳ ଫୁଟା

ଉଇକିଅଭିଧାନ‌ରୁ

ପାତାଳ ଫୁଟା

ଉଚ୍ଚାରଣ

[ସମ୍ପାଦନା]

(ପାତାଳଫୁଟ—ଅନ୍ୟରୂପ)

(ଯଥା—ପାତାଳଫୁଟା—କୂଅ)

ଅନୁବାଦ

[ସମ୍ପାଦନା]

(ଯଥା—ପାତାଳଫୁଟା ଲିଙ୍ଗ)

ଦେଶଜ - ବିଣ—(ସଂସ୍କୃତ - ପାତାଳ+ ସ୍ଫୁଟ)

[ସମ୍ପାଦନା]
୧. ଅତି ଗଭୀର; ଅତଳସ୍ପର୍ଶୀ —୧. Very deep; abysmal.
୨. ସ୍ୱୟଂଭୂ (ଲିଙ୍ଗ); ଯେ ପାତାଳରୁ ଭୂମି ଭେଦ କରି ବାହାରିଅଛନ୍ତି —୨. A phallic image of Ṡiba which has appeared on the ground of itself.