Jump to content

ପାତି

ଉଇକିଅଭିଧାନ‌ରୁ

ପାତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ପା ଧାତୁ=ପାଳନ କରିବା+ କର୍ତ୍ତୃ. ଅତି)

[ସମ୍ପାଦନା]

ପ୍ରଭୂ; ସ୍ୱାମୀ —Lord; master.

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପତ୍ରୀ=ଛୋଟ ପତର)

[ସମ୍ପାଦନା]
୧. କୌଣସି ବସ୍ତୁର କ୍ଷୁଦ୍ର ଓ ପାତଳା ହୋଇ କଟା ଯାଇଥିବା ସରୁ ଖଣ୍ଡମାନ —୧. Thin slice.

(ଯଥା—ନଡ଼ିଆ ପାତି)

୨. ଛୋଟ ପଦାର୍ଥ — ୨. A small thing; a diminutive thing.
୩. ପାତି ମାଙ୍କଡ଼ —୩. An ape.
୪. ଅତି ପତଳା ବା କ୍ଷୀଣ ବ୍ୟ୍ୟକ୍ତି — ୪. An emaciated person.
୫. (ସଂସ୍କୃତ - ପାତ୍ର; ଅନ୍ୟ ଶବ୍ଦ ପରେ ପ୍ରଯୁଜ୍ୟ) ଆଧାର — ୫. Receptacle.

(ଯଥା—କଜଳପାତୀ, କଳାପାତୀ)

୬. (ସଂସ୍କୃତ - ପଂକ୍ତି) ପାଟିଆ — ୬. Long and broad line; stripe.
୭. କ୍ଷୁଦ୍ର ଜୀବ —୭. A small animal.

(ଯଥା—ବିଶଳପାତି, କଜଳପାତି (ପକ୍ଷୀ))

ଦେଶଜ - ବିଶେଷଣ - (ସଂସ୍କୃତ - ପତ୍ରକ; ଅନ୍ୟ ଶବ୍ଦ ପରେ ପ୍ରଯୁଜ୍ୟ; ଢୁଳ. ଇଂରାଜୀ - ପେଟ୍ଟୀ)

[ସମ୍ପାଦନା]

ଛୋଟ; କ୍ଷୁଦ୍ରାକୃତିବିଶିଷ୍ଟ —Diminutive; petty.

(ଯଥା—ପାତିମାକଡ଼, ପାତିହଂସ. ପାତିଶିଆଳୀ)

ଦେଶଜ - ଅ

[ସମ୍ପାଦନା]

(ନିରର୍ଥକ) ଇତ୍ୟାଦି —A redudant word used after rouns meaning etcetera; and suchlike things.

[ଦ୍ରଷ୍ଟବ୍ୟ —ଅନ୍ୟ ଶବ୍ଦ ସଙ୍ଗେ 'ଇତ୍ୟାଦି' ଅର୍ଥରେ ବ୍ୟବହୃତ ହୁଏ ଯଥା—ଜିନିଷାପାତି ସଉଦାପାତି ଗହଣାପାତି, ଦୋକାନପାତି, ତୁଳନା କର—ପଇସାପତର, କାଗଜପତ୍ର, ଜିନିଷପତ୍ର ]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ବାଉଁଶର ପାତିଆ —Thin lath of bamboo.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

(ସଂସ୍କୃତ - ପଂ କ୍ତି), କଉଡ଼ିଖେଳବିଶେଷ — A kind of game played with cowries or small sea-shells.

[ଦ୍ରଷ୍ଟବ୍ୟ —ଖଣ୍ଡିଏ ଲମ୍ୱ କାଠ ବା ବତା ଉପରେ ୧/୧୨: ଟା ସାନ କଉଡ଼ିକୁ ଲମ୍ୱ ବାଗରେ ସଜାଇ କରି ରଖାଯାଏ ଖେଳାଳୀ ସେ ବତାଠାରୁ ଖଣ୍ଡଦୂରେ ଛିଡ଼ା ରହି ଆପଣା ହାତରେ ଥିବା ଗୋଟିଏ ବଡ଼ କଉଡ଼ି ଧରି ଉକ୍ତ ସଜ୍ଜିତ କଉଡ଼ିକୁ ଲକ୍ଷ୍ୟ କରି ମାରେ