Jump to content

ପାତିବ୍ରତ୍ୟ

ଉଇକିଅଭିଧାନ‌ରୁ

ପାତିବ୍ରତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପତିବ୍ରତା+ ଭାବାର୍ଥେ. ଯ)

[ସମ୍ପାଦନା]

ସତୀତ୍ୱ; ପତିବ୍ରତାର ଧର୍ମ; ପତିପରାୟଣତା —Chastity; conjugal fidelity; concentrated devotion to one's husband.