ପାତୁଆ
ଦେଖଣା
ପାତୁଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ଏକ ପାର୍ଶ୍ୱରେ ପାତଳ — Thin at one end.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବନ୍ୟଜାତିବିଶେଷ; ପତର ଶଉରା — ୧. Name of a nomad hill-tribe wearing leaves.
ଅଞ୍ଜନାଭ ଗୁଞ୍ଜା—ମାଳିଆ ପାତୁଆ କରନ୍ତି ଜତୁ ସଂଗ୍ରହ— ରାଧାନାଥ—ପାର୍ବତୀ
[ଦ୍ରଷ୍ଟବ୍ୟ —ଏମାନେ ଲୁଗା ପରିବର୍ତ୍ତେ ପତ୍ର ଗୋଛାରେ ଶରୀରର ଗୋପ୍ୟ ଅଙ୍ଗମାନ ଆବୃତକରି ଲଜ୍ଜା ନିବାରଣ କରନ୍ତି]
- ୨. ଜୁଆଙ୍ଗ ଭାଷାର ଅନ୍ୟ ନାମ —୨. Another name of the language of Juāṅgas.
- ୩. ଚିଲିକା ହ୍ରଦର ମତ୍ସ୍ୟବିଶେଷ — ୩. A king of fish (found in the Chilka).