Jump to content

ପାତୁକ

ଉଇକିଅଭିଧାନ‌ରୁ

ପାତୁକ

ଉଚ୍ଚାରଣ

[ସମ୍ପାଦନା]
(ପାତୁକୀ—ସ୍ତ୍ରୀ) 

ସଂସ୍କୃତ - ବିଣ—(ପତ୍ ଧାତୁ=ପତିତ ହେବା+କର୍ତ୍ତୃ ଶୀଳାର୍ଥେ. ଉକ)

[ସମ୍ପାଦନା]

ପତନଶୀଳ —Fallible; tending to fall.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପର୍ବତର ଢ଼ାଲୁ; ପର୍ବତସାନୁ — ୧. The slope of a mountain.
୨. ଜଳ ହସ୍ତୀ —୨. Hippopotamus.