Jump to content

ପାତ୍ର

ଉଇକିଅଭିଧାନ‌ରୁ

ପାତ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବି—(ପା ଧାତୁ=ରକ୍ଷା କରିବା+ କର୍ତ୍ତୃ. ତ୍ର; ବା ପା ଧାତୁ= ପାନ କରିବା+କରଣ. ତ୍ର; ଯହିଁରେ ଜିନିଷ ରଖାଯାଏ ବା ପାନ କରାଯାଏ)

[ସମ୍ପାଦନା]
୧. ବସ୍ତୁର ଆଧାର — ୧. A receptacle; a pot; a vessel.
୨. ଭାଜନ; ଯୋଗ୍ୟ ବିଷୟ; (କୌଣସି ବିଷୟର) ଉପଯୁକ୍ତ ବ୍ୟକ୍ତି — ୨. Object; recipient; fit object for.

ଶୁଣିତେ ଯେବେ ମୁହିଁ ପାତ୍ର କହ ତୋ ଜନ୍ମ କର୍ମ ଗୋତ୍ର—ଜଗନ୍ନାଥ ଭାଗବତ

୩. କୌଣସି କାର୍ଯ୍ୟ କରିବାକୁ ଯୋଗ୍ୟ ବ୍ୟକ୍ତି — ୩. A competent person; a person competent to do some thing.
୪. ବାସନ —୪. Utensil; plate; bowl.
୫. ବିବାହାର୍ଥୀ; ବର — ୫. Bridegroom; bridegroom elect.
୬. ମନ୍ତ୍ରୀ —୬. Minister.
୭. (ଭୂଗୋଳ) ତୀର ଦ୍ୱୟର ମଧ୍ୟବର୍ତ୍ତୀ ଜଳ ଧାର; ପ୍ରଣାଳୀ — ୭. (Geography) A streit.
୮. ନାଟର ଅଭିନେତା —୮. Actor of a play.
୯. ଦେହ; ଶରୀର —୯. Body.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. କନ୍ୟା —୧୦. Bride; bride elect.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଉପଯୁକ୍ତ; ଯୋଗ୍ୟ —Fit; competent.

ଭାରତ ଶୁଣିବାକୁ ପାତ୍ର ତୁମ୍ଭେମାନେ କୃଷ୍ଣସିଂହ ମହାଭାରତ ଆଦି

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶୂଦ୍ର ଓ ଖଣ୍ଡାଏତଙ୍କ ବଂଶୋପାଧିବିଶେଷ — ୧. A family-title of Ṡūdras and Kha&ntod;:ḍāetas.
୨. ଉପଯୁକ୍ତ ବର —୨. A desvering bridegroom.
୩. ଉତ୍ତମ ଲୋକ —୩. A good man.
୪. ବ୍ୟକ୍ତି; ମନୁଷ୍ୟ —୪. A person.


ଯଥା—ଡ଼ରିବା ପାତ୍ର (ଡ଼ରିଯିବା ଲୋକ), ଛାଡ଼ିବା ପାତ୍ର (ଛାଡ଼ି— ଦେବା ବ୍ୟକ୍ତି)