Jump to content

ପାତ୍ରତା

ଉଇକିଅଭିଧାନ‌ରୁ

ପାତ୍ରତା

ଉଚ୍ଚାରଣ

[ସମ୍ପାଦନା]

(ପାତ୍ରତ୍ୱ—ବି)

ସଂସ୍କୃତ - ବିଶେଷ୍ୟ - (ପାତ୍ର+ଭାବାର୍ଥେ ତା)

[ସମ୍ପାଦନା]
୧. ଉପଯୋଗିତା — ୧. Fitness.
୨. ସମ୍ମାନ —୨. Respect; homage.