Jump to content

ପାତ୍ରସାତ୍

ଉଇକିଅଭିଧାନ‌ରୁ

ପାତ୍ରସାତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ପାତ୍ର+ ଅର୍ପିତ ଅର୍ଥରେ ସାତ୍)

[ସମ୍ପାଦନା]
୧. ପାତ୍ରସ୍ଥ; ପାତ୍ରରେ ଅର୍ପିତ — ୧. Consigned to a vessel or pot.
୨. ସତ୍ପାତ୍ରରେ ଦାନ — ୨. Gift to a proper person.
୩. କନ୍ୟାକୁ ସତ୍ପାତ୍ରକୁ ବିବାହାର୍ଥେ ଦାନ — ୩. Giving a girl in marriage to a suitable bridegroom.