ପାତ୍ରସ୍ଥ
ଦେଖଣା
ପାତ୍ରସ୍ଥ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାତ୍ରସ୍ଥ
|
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ପାତ୍ରରେ ରକ୍ଷିତ — ୧. Put in or consigned into a vessel.
- ୨. ସତ୍ପାତ୍ରରେ ନ୍ୟସ୍ତ — ୨. Consigned to a proper person.
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଉପଯୁକ୍ତ ବରଙ୍କୁ ବିବାହିତା (କନ୍ୟା) — (a girl) Given in marriage to a worthy bridegroom.