Jump to content

ପାତ୍ରାନୀ

ଉଇକିଅଭିଧାନ‌ରୁ

ପାତ୍ରାନୀ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ବିଞ୍ଜାଲ ଜମିଦାର ଜମିଦାରି ପାଇବା ଦିନ, ଅର୍ଥାତ୍ ପ୍ରଥମେ ଜମିଦାରି ଗାଦିରେ ବସିବା ଦିନ ଯେଉଁ ସ୍ତ୍ରୀକୁ ବିବାହ କରନ୍ତି — The girl whom a Bin̄jhāla Zamindar marries on the day he is installed as Zamindar (in Sambalpur).

[ଦ୍ରଷ୍ଟବ୍ୟ —ଏପରି ପାରମ୍ପରିକ ବିଧି ଅଛି ଯେ ସେଦିନ ଗୋଟିଏ ନୂଆ ଭାର୍ଯ୍ୟାକୁ ନୂଆ ବିଞ୍ଜାଲ ଜମିଦାର ବିବାହ କରିବେ]