Jump to content

ପାତ୍ରାପାତ୍ର ଜ୍ଞାନ

ଉଇକିଅଭିଧାନ‌ରୁ

ପାତ୍ରାପାତ୍ର ଜ୍ଞାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପାତ୍ର+ ଅପାତ୍ର+ ଜ୍ଞାନ)

[ସମ୍ପାଦନା]

କୌଣସି ବ୍ୟକ୍ତିର ଯୋଗ୍ୟତା ବା ଅଯୋଗ୍ୟତା ବିଷୟରେ ଜ୍ଞାନ —Discrimination about the worthiness or otherwise of a person in relation to whom a person is going to do a certain act.