ପାତ୍ରିୟ
(ପାତ୍ରିୟା—ସ୍ତ୍ରୀ)
(ପାତ୍ର୍ୟ—ଅନ୍ୟରୂପ)
ସହଭୋ଼ଜୀ; ଯେଉଁ ବ୍ୟକ୍ତି ସଙ୍ଗେ ଏକ ପାତ୍ରରେ ଭୋଜନ କରାଯାଇ ଥାଏ — (a person) With whom one can take food from the same plate.