Jump to content

ପାତ୍ର ମନ୍ତ୍ରୀ

ଉଇକିଅଭିଧାନ‌ରୁ

ପାତ୍ର ମନ୍ତ୍ରୀ

ଉଚ୍ଚାରଣ

[ସମ୍ପାଦନା]

(ପାତ୍ରମିତ୍ର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାତ୍ର+ମନ୍ତ୍ରୀ; ସହଚର ଶବ୍ଦ)

[ସମ୍ପାଦନା]

ରାଜସଭାସ୍ଥ ଅମାତ୍ୟାଦି କର୍ମଚାରୀ — Ministers and other officers of the court of a king.

ସୁଗ୍ରୀବ ଏହା ଜାଣି ପାଞ୍ଚମନ୍ତ୍ରୀ ଘେନି ସେହି ଋଷ୍ୟମୂକ ପବର୍ତରେ ଯାଇ ଥାଏ ନୀଳକଣ୍ଠ. ପିଲାଙ୍କ ରାମାୟଣ