ପାତ୍ର ଶେଷ
ଅଇଁଠା ଭୋଜନ ପାତ୍ରରେ ଖାଇବାଲୋକ ଛାଡ଼ିଦେଇଥିବା ଭୁକ୍ତାବିଶିଷ୍ଟ ଦ୍ରବ୍ୟ; ଉଚ୍ଛିଷ୍ଟ (ହିନ୍ଦୀ - ଶ) — The leavings of an eater in the plate.