Jump to content

ପାତ୍ର ସଂସ୍କାର

ଉଇକିଅଭିଧାନ‌ରୁ

ପାତ୍ର ସଂସ୍କାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପାତ୍ର+ ସଂସ୍କାର)

[ସମ୍ପାଦନା]

ମନ୍ତ୍ରାଦିଦ୍ୱାରା ପୂଜା— ପାତ୍ରକୁ ଶୁଦ୍ଧ କରିବା —The purification of the sacrificial vessels by means of mystic formulas.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାସନ ମାଜିବା —Scouring of utensils.