Jump to content

ପାଥ

ଉଇକିଅଭିଧାନ‌ରୁ

ପାଥ

ଉଚ୍ଚାରଣ

[ସମ୍ପାଦନା]

(ପାଥସ୍—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପା ଧାତୁ=ପିଇବା+କର୍ତ୍ତୃ. ଅ; ଥ ଆଗମ)

[ସମ୍ପାଦନା]
୧. ସୂର୍ଯ୍ୟ — ୧. Sun.
୨. ଅଗ୍ନି —୨. Fire.
୩. (+ କର୍ମ. ଅ)—ଜଳ —୩. Water.
୪. ଅନ୍ନ (ହିନ୍ଦୀ - ଶ.) —୪. Food.
୫. ଆକାଶ (ହିନ୍ଦୀ - ଶ.) —୫. The sky.
୬. ବାୟୁ (ହିନ୍ଦୀ - ଶ.) —୬. Air.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାର୍ଥ)

[ସମ୍ପାଦନା]

ଅର୍ଜୁନ; ତୃତୀୟ ପାଣ୍ଡବ — Arjuna.

ସେହି ଗାଣ୍ଡୀବ ସେହି ପାଥ, ସେହି ଗାଣ୍ଡୀବ ଏବେ ମାଥ ଢ଼ଗ