Jump to content

ପାଥେୟ

ଉଇକିଅଭିଧାନ‌ରୁ

ପାଥେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ପଥ+ ପ୍ରୟୋଜନାର୍ଥେ. ଏୟ)

[ସମ୍ପାଦନା]
୧. ପଥିକର ବାଟରେ ଲୋଡ଼ା ହେବା ପଦାର୍ଥ —୧. Articles requ̇ired by a traveller during the journey.
୨. ବାଟୋଇର ବାଟରେ ଲୋଡ଼ା ହେବା ଖାଦ୍ୟ ପଦାର୍ଥ, ଯାହା଼ ବାଟୋଇ ସଙ୍ଗରେ ନେଇଥାଏ —୨. Food which a traveller takes with him for being partaken of during the journey.
୩. ବାଟ ଖର୍ଚ୍ଚ —୩. Passage-money.
୪. କନ୍ୟା ରାଶି (ହିନ୍ଦୀ - ଶ.) — ୪. The astronomical sign Virgo.