ପାଦଗତେ
ପାଦକୁ ଆଶ୍ରୟ କରି; ପଦାଶ୍ରୟରେ — At or below the feet.
ଏଣୁ ମୁକୁନ୍ଦ ପାଦତଳେ ଯେ ପ୍ରାଣୀ ଭଜନ୍ତି ନିରତେ—ଜଗନ୍ନାଥ. ଭାଗବତ