Jump to content

ପାଦଚାର

ଉଇକିଅଭିଧାନ‌ରୁ

ପାଦଚାର

ଉଚ୍ଚାରଣ

[ସମ୍ପାଦନା]

ପାଦଚାରଣ, ପାଦଚାଳନ, ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ପାଦ+ଚର ଧାତୁ+ଭାବ. ଅ)

[ସମ୍ପାଦନା]
୧. ଚାଲିବା; ଚାଲବୁଲ —୧. Walking.

ନିଶାନ୍ତ ଅନ୍ଧରେ ମୃଦୁ ପାଦଚାଲେ ଫେରିଗଲେ ହଂସପୁରେ—ରାଧାନାଥ ପାର୍ବତୀ

୨. (ଜ୍ୟୋତିଷ) ଗ୍ରହମାନଙ୍କର ଆହ୍ନିକ ଭୋଗ ବା ଗତି — ୨. (astronomy) The diurnal motion of planets.