Jump to content

ପାଦଜ

ଉଇକିଅଭିଧାନ‌ରୁ

ପାଦଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପାଦ+ଜନ୍ ଧଆତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଗୋଡ଼ରୁ ଜାତ — Born of the foot.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ବ୍ରହ୍ମାଙ୍କ ପାଦରୁ ଜାତ ହୋଇ ଥିବାରୁ)ଶୂଦ୍ରଜାତି — The Ṡūdra or non-Brahman caste.