Jump to content

ପାଦଡ଼ି

ଉଇକିଅଭିଧାନ‌ରୁ

ପାଦଡ଼ି

ଉଚ୍ଚାରଣ

[ସମ୍ପାଦନା]

(ପାଦାଡ଼ି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବୈଦେଶିକ - ବିଶେଷ୍ୟ - (ପର୍ତ୍ତୁ ପାଦ୍ରି; ପାଡ଼୍ରୀ)

[ସମ୍ପାଦନା]
୧. ଖ୍ରୀଷ୍ଟୀନ ଧର୍ମଯାଜକ —୧. A priest; a Padre.
୨. ଖ୍ରୀଷ୍ଟଧର୍ମପ୍ରଚାରକ — ୨. Missionary.
୩. (ଲକ୍ଷଣାର୍ଥ) (ମରହଟ୍ଟୀ ବୁଢ଼ାମାନଙ୍କ ବ୍ୟବହୃତ ଶବ୍ଦ) ଇଂରାଜି ଶିକ୍ଷା ପ୍ରଭାବରୁ ଧର୍ମ ଓ ଆଚାର ଭ୍ରଷ୍ଟ ହିନ୍ଦୁ ଯୁବକ ବା ବ୍ୟକ୍ତି — ୩. (flgurative) A young man or person who does not observe orthodoxy on account of the influence of western education.