Jump to content

ପାଦତ୍ରାଣ

ଉଇକିଅଭିଧାନ‌ରୁ

ପାଦତ୍ରାଣ

ଉଚ୍ଚାରଣ

[ସମ୍ପାଦନା]

(ପାଦତ୍ର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପାଦରତ୍ରାଣ=ରକ୍ଷା ହୁଏ ଯାହାଦ୍ୱାରା)

[ସମ୍ପାଦନା]
୧. ପାଦୁକା; ଯୋତା —୧. Shoes; boots.
୨. ଖଡ଼ମ; କଠଉ — ୨. Sandals.
୩. ମୋଜା —୩. Stockings.
୪. ଗୋଡ଼ରେ ଭିଡ଼ା ହେବା ପଟୀ —୪. Leggings.