Jump to content

ପାଦପ

ଉଇକିଅଭିଧାନ‌ରୁ

ପାଦପ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପାଦ=ମୂଳ ଦ୍ୱାରା+ପା ଧାତୁ=ପିଇବା+କର୍ତ୍ତୃ. ଅ; ଯେ ମୂଳଦ୍ୱାରା ପିଏ)

[ସମ୍ପାଦନା]
୧. ବୃକ୍ଷ —୧. Tree.
୨. (ପାଦ+ପା ଧାତୁ=ରକ୍ଷା କରିବା+କର୍ତ୍ତୃ. ଅ) ଯୋତା — ୨. Shoes; slippers.
୩. ପାଦପୀଠ —୩. Foot stool.