Jump to content

ପାଦରଜ ପକାଇବା

ଉଇକିଅଭିଧାନ‌ରୁ

ପାଦରଜ ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଦ ରଜ ଦେବା—ଅନ୍ୟରୂପ)

(ପାଦ ରଜ ପଡ଼ିବା—ବିଶେଷ୍ୟ)

ଦେଶଜ - କ୍ରି. (ସମ୍ମାନାର୍ଥକ ପ୍ରୟୋଗ)

[ସମ୍ପାଦନା]

(କୌଣସି ସ୍ଥାନରେ କୌଣସି ମହାପୁରୁଷ ବା ବନ୍ଧୁ ଆଦିଙ୍କ) ଉପସ୍ଥିତ ହେବା; ଆସିବା — ୧. To come to a place; to arrive at a place.

(ଯଥା—ମୋ କୁଡ଼ିଆରେ ଆପଣଙ୍କ ପାଦ ରଜ ପଡ଼ିଲା ନାହିଁ)