ପାଦରି
ଦେଖଣା
ପାଦରି
ଉଚ୍ଚାରଣ
[ସମ୍ପାଦନା](ପାଦାଡ଼ି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବୈଦେଶିକ - ବିଶେଷ୍ୟ - (ପର୍ତ୍ତୁ ପାଦ୍ରି; ପାଡ଼୍ରୀ)
[ସମ୍ପାଦନା]- ୧. ଖ୍ରୀଷ୍ଟୀନ ଧର୍ମଯାଜକ —୧. A priest; a Padre.
- ୨. ଖ୍ରୀଷ୍ଟଧର୍ମପ୍ରଚାରକ — ୨. Missionary.
- ୩. (ଲକ୍ଷଣାର୍ଥ) (ମରହଟ୍ଟୀ ବୁଢ଼ାମାନଙ୍କ ବ୍ୟବହୃତ ଶବ୍ଦ) ଇଂରାଜି ଶିକ୍ଷା ପ୍ରଭାବରୁ ଧର୍ମ ଓ ଆଚାର ଭ୍ରଷ୍ଟ ହିନ୍ଦୁ ଯୁବକ ବା ବ୍ୟକ୍ତି — ୩. (flgurative) A young man or person who does not observe orthodoxy on account of the influence of western education.
ପାଦରି
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ପାଦଡ଼ି (ଦେଖ) - Pādaṟḍ̠i (See)