Jump to content

ପାଦାନ୍

ଉଇକିଅଭିଧାନ‌ରୁ

ପାଦାନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାନ୍ଦାନ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପାବଁଦାନ୍; ସଂସ୍କୃତ - ପାଦଧାନ)

[ସମ୍ପାଦନା]

ପାଦପୀଠ; ଗାଡ଼ି ବା ଶଗଡ଼କୁ ଉଠିବା ନିମନ୍ତେ ଯେଉଁ ପଟା ଉପରେ ପାଦ ଦେବାକୁ ହୁଏ — A foot-rest; foot-stool; foot-baord.