ପାଦାନ୍ତି
ପଦାତି ସୈନ୍ୟ — Infantry.
ପାଦାନ୍ତି ବଳ ପ୍ରବଳରେ ଗମନ୍ତେ ରେଣୁଏ ଅଣୁଏ ଛିଦ୍ର ନ ରଖିଲେ ଆକାଶ ପ୍ରକାଶ ନିମନ୍ତେ ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୂନ୍ଦରୀ