ପାଦୁକ
ଦେଖଣା
ପାଦୁକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପଦ୍ ଧାତୁ ଣିଚ=ପାଦି+ଶୀଳାର୍ଥେ ଉକ)
[ସମ୍ପାଦନା]- ୧. ଦମନ ଦକ୍ଷ —୧. Expert in walking
- ୨. (ପାଦ+ଉକ)—ଯେଉଁ ଶିଶୁର ପାଦଦ୍ୱୟ ପ୍ରଥମେ ମାତୃ— ଗର୍ଭରୁ ବାହାରି ଥାଏ —୨. (a child) Whose legs come out at first at birth.
ଅନୁବାଦ
[ସମ୍ପାଦନା](ପାଦୁକପାଣି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦୋଦକ)
[ସମ୍ପାଦନା]- ୧. ବ୍ରାହ୍ମଣ ବା ଗୁରୁଜନଙ୍କ ପାଦ ଧୂଆଯାଇଥିବା ଜଳ —୧. Water with which the feet of a revered elder or Brāhmaṇa have been washed.
[ଦ୍ରଷ୍ଟବ୍ୟ —ଗୁରୁଜନ ଓ ମାନ୍ୟ ବ୍ୟକ୍ତିଙ୍କର ପାଦ ଧୋଇ ଦେଇ ସେହି ପାଦୁକକୁ ପିଇବାର ଓ ଅଧର, ଆଖି ଓ ମସ୍ତକରେ ଲଗାଇବାର ରୀତି ଅଛି ଯଥା ===
ଉତ୍ତମ ଜଳେ ପଦ ଧୋଇ ଅଧର ନେତ୍ର ଶିରେ ଦେଇ ଭୂପତି, ପ୍ରେମପଞ୍ଚାମୃତ
- ୨. ଦେବତାଙ୍କର ସ୍ନାନ ଜଳ —୨. The hallowed water with which the image of a Deity has been washed.
- ୩. ଦେବତାଙ୍କ ଅଙ୍ଗରୁ କଢ଼ାଯାଇଥିବା ତୁଳସୀଆଦି — ୩. Tuḻasī leaves taken out of a Deity.