Jump to content

ପାଦୁକା

ଉଇକିଅଭିଧାନ‌ରୁ

ପାଦୁକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପାଦ ଧାତୁ=ଗମନ କରାଇବା+କର୍ତ୍ତୃ ଉ+ କ)

[ସମ୍ପାଦନା]
୧. ଖଡ଼ମ; କଠାଉ —୧. Sandals.
୨. ଜୋତା —୨. Shoes.
୩. ଚଟି ଜୋତା —୩. Slippers.