ପାଦ୍ୟ
ଦେଖଣା
ପାଦ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପାଦ+ନିମିତ୍ତାର୍ଥେ ଯ)
[ସମ୍ପାଦନା]- ୧. ଆଗନ୍ତୁକ ମାନ୍ୟବ୍ୟକ୍ତିଙ୍କ ପାଦପ୍ରକ୍ଷାଳନାର୍ଥ ଜଳ —୧. Water for washing the feet of a venerable guest.
- ୨. ପାଦୋଦକ —୨. Water with which the feet have been washed.
ସଂସ୍କୃତ - ବିଶେଷଣ - (ପାଦ+ଯ)
[ସମ୍ପାଦନା]ପାଦ ସମ୍ୱନ୍ଧୀୟ — Relating to the foot.