Jump to content

ପାଦ ଗ୍ରହଣୀ

ଉଇକିଅଭିଧାନ‌ରୁ

ପାଦ ଗ୍ରହଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପାଦ+ଗ୍ରହଣ+ଇନ୍; ଯାହା ଆରୋହୀର ପାଦକୁ ଗ୍ରହଣ କରେ)

[ସମ୍ପାଦନା]

ଘୋଡ଼ାର ଜିନର ଦୁଇ ପାଖରେ ଝୁଲୁଥିବା ରେକାବୀ —Stirrups.

ପାଦ ଗ୍ରହଣୀରେ ଉଠି ଯୁକାମଣି ଡେଇଁ ପ୍ରଣମିଲେ ସନ୍ନ୍ୟାସୀ ପଦେ ନୀଳକଣ୍ଠ—ମାୟାଦେବୀ