Jump to content

ପାଦ ପୀଡ଼ା

ଉଇକିଅଭିଧାନ‌ରୁ

ପାଦ ପୀଡ଼ା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପାଦ+ପୀଡ଼ା)

[ସମ୍ପାଦନା]
୧. ଗୋଡ଼ରେ ଜନ୍ମିବା ରୋଗ — ୧. Disease in the leg; foot disease.
୨. ବହୁ ପଥ ଚାଲିବା ଯୋଗୁ ପାଦରେ ଜନ୍ମିବା ବ୍ୟଥା — ୨. Pain in the leg due to walking a long distance.
୩. ଗୋଡ଼ ବିନ୍ଧା —୩. Aching in the leg.