Jump to content

ପାଦ ପୂଜା

ଉଇକିଅଭିଧାନ‌ରୁ

ପାଦ ପୂଜା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ସମ୍ମାନାର୍ହ ବ୍ୟକ୍ତି ବା ଦେବତାଙ୍କର ଚରଣରେ ଅର୍ପିତ ପୂଜା —୧. Worship of the feet of a respectable person or Deity.
୨. (ଲକ୍ଷଣାର୍ଥ) ବିଶେଷ ସମ୍ମାନ — ୨. (figurative) Profound veneration.