ପାଦ ପୂରଣ
ଦେଖଣା
ପାଦ ପୂରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - .ବିଶେଷ୍ୟ - (୬ଷ୍ଠୀ ତତ୍; ପାଦ+ପୂରଣ)
[ସମ୍ପାଦନା]- ୧. ବାକ୍ୟାଳଙ୍କାର; ବାକ୍ୟକୁ ଶେଷ କରିବା ନିମନ୍ତେ ବ୍ୟବହୃତ ଶବ୍ଦ ଯଥା—ଇ (ଏକଇ);ଟି (ହେଇଟି); ପରା —୧. Expletive used to fill up a word.
- ୨. ଶ୍ଳୋକର ଏକ ବା ତିନିଟି ଚରଣ ଶୁଣି ବାକି ଚରଣକୁ ରଚନା କରିବା —୨. The filling up of omitted line or lines in a stanza.