Jump to content

ପାଦ ରଜ

ଉଇକିଅଭିଧାନ‌ରୁ

ପାଦ ରଜ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦ ଓ ରଜସ୍)

[ସମ୍ପାଦନା]
୧. ଗୋଡ଼ ତଳେ ଲାଗିଥିବା ଧୂଳି — ୧. The dust of the feet.
୨. (ସଂସ୍କୃତ - ପାଦ ଓ ଆରବୀ - ଦର୍ଦ)—ପାଦ ପୀଡ଼ା (ଦେଖ) - ୨. Pāda pīṟḍ̠ā (See)