Jump to content

ପାଦ ସେବା

ଉଇକିଅଭିଧାନ‌ରୁ

ପାଦ ସେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (୬ଷ୍ଠୀ ତତ୍; ପାଦ+ସେବା)

[ସମ୍ପାଦନା]

ଗୋଡ଼ଘଷା; କରତଳଦ୍ୱାରା କୌଣସି ବ୍ୟକ୍ତିର ଗୋଡ଼କୁ ଘଷିବା ବା ମୋଡ଼ିବା —Rubbing of the legs; massage of the legs.

ଶାଶୁଙ୍କୁ ମୁହିଁ ପରଷିଣ ଭାତ ପାଦସେବା କରାଇଁ ହୋଇଣ ସଂଯତ କୃଷ୍ଣସିଂହ. ମହାଭାରତ ବନ