Jump to content

ପାନଅଇଡ଼ି;

ଉଇକିଅଭିଧାନ‌ରୁ

ପାନଅଇଡ଼ି;

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ଔଷଧି ଲତା; ନାଗଦଅଣା — A kind of medicinal creeper.

[ଦ୍ରଷ୍ଟବ୍ୟ —ଏହା ଶୁକ୍ଳ ଓ କୃଷ୍ଣ ଭେଦରେ ଦୁଇ ପ୍ରକାର କୃଷ୍ଣ ଅପେକ୍ଷା ଶୁକ୍ଳ ପାନଅଇଡ଼ଗଛ ଗୁଣରେ ଶ୍ରେଷ୍ଠ (ଦ୍ରବ୍ୟଗୁଣ କଳ୍ପଦ୍ରୁମ) ଏହାର ଚେର ସାପକାମୁଡ଼ା ଓ ବିଛା ନାହୁଡ଼ ମାରିବା ସ୍ଥାନରେ ଲେପ ଦିଆଯାଏ ଓ ଖାଇବାକୁ ଦିଆଯାଏ ସ୍ତ୍ରୀମାନଙ୍କ ମାସିକ ଋତୁସ୍ରାବକୁ ନିର୍ଦ୍ଦୋଷ କରିବା ପାଇଁ ଏହାର ମୂଳ ବ୍ୟବହୃତ ହୁଏ ହଇଜା ଓ ଅତିସାର ରୋଗରେ ଗୋଲମରିଚ ସଙ୍ଗେ ଏହାର ମୂଳକୁ ବାଟି ଖାଇଲେ ବହୁ ଉପକାର ହୁଏ ଏ ପତ୍ରର ରସ ସାମାନ୍ୟ ମାଦକ, ଛେଲି ପେଟ ବେମାରୀରେ ଉପକାରୀ ଏହାର ମୂଳ ପତ୍ରର ରସ ତିକ୍ତ ଓ ଉଷ୍ଣ ଏହା ସେବନ କଲେ ବାତ, ସପ ଓ ବୃଶ୍ଚିକବିଷ, ଶ୍ୱେତକୁଷ୍ଟ, ଗ୍ରହଣୀ, ବିସର୍ପ, ଜ୍ୱର, ଦଦ୍ରୁ ଓ ବ୍ରଣରୋଗ ନିବାରିତ ହୁଏ ଏହାର ମବଳର କ୍ୱାଥ, ଅଜୀର୍ଣ୍ଣ— ବିରେଚନ, ରଜୋରୋଧ, ଆଘାତଜନିତ ବେଦନା, ଉଦରରୋଗ ଓ ଏକାହିକ ଜ୍ୱର ହରଣ କରେ ଏଥିର ମୂଳ ଘୋର ଆଖିରେ ଲଗାଇଲେ ଆଲୁଅ, ବ୍ରଣ ଭଲ ହୁଏ ଏହା ଗର୍ଭସ୍ରାବକ— ବ୍ରଜବନ୍ଧୁ—ଦ୍ରବ୍ୟଗୁଣ କଳ୍ପଦ୍ରୁମ]