ପାନକପୁରା
ଦେଖଣା
ପାନକପୁରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ଣ୍ଣ+କର୍ପୂର; ଏହାର ପତ୍ର କର୍ପୂର ପରି ବାସିବାରୁ)
[ସମ୍ପାଦନା]ନାରଙ୍ଗାଦି ବର୍ଗର କ୍ଷୁପବିଶେଷ — Clausena Heptaphylla; (a small plant with camphor scented leaves).
[ଦ୍ରଷ୍ଟବ୍ୟ —ଏହା ପୂର୍ବେ ବଙ୍ଗରେ ଜନ୍ମେ; ଅନ୍ୟତ୍ର ଲୋକେ ସଉକିରେ ବଗିଚାରେ ଲଗାନ୍ତି ପତ୍ର ମଳିଲେ କର୍ପୂରର ଗନ୍ଧ ବାହାରେ ପତ୍ରରେ ପ୍ରାୟ ୭ଟି ପର୍ଣ୍ଣ ଥାଏ ଏହା ତୈଳକୁ ବା ପାନୀୟକୁ ସୁବାସିତ କରିବା ପାଇଁ ତହିଁରେ ମିଶାଯାଏ]