ପାନଡିବା
(ପାନଡ଼ିବିଆ, ପାନଡ଼ିବା, ପାନଡ଼ିବି—ଅନ୍ୟରୂପ)
ଯେଉଁ ଧାତୁମୟ ଦୁଇଫାଳିଆ ପାତ୍ର ବା ବାକ୍ସରେ ଖିଲପାନ ରଖାଯାଏ; ପାନକଟା —A pot for keeping prepared betel.