ପାନମହୁରୀ
ଦେଖଣା
ପାନମହୁରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାନମହୁରୀ
(ପାନମଉରି, ପାନମୌରୀ, ପାନମଧୁରି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ଣ୍ଣ+ ମଧୁରିକା)
[ସମ୍ପାଦନା]ଧନ୍ୟାଦିବର୍ଗର ବର୍ଷାୟୁଃ ଶାକବିଶେଷ —Anisse; aniseed; fennel; Faceniculium Vulgare.
[ଦ୍ରଷ୍ଟବ୍ୟ —ଏହା ଖିଲ ପାନରେ ଓ ରାନ୍ଧିବାର ମସଲା ରୂପେ ବ୍ୟବହୃତ ହୁଏ ଏହା ଔଷଧରେ ଲାଗେ ଓ ଏହାର ଅକ ଔଷଧରୂପେ ବ୍ୟବହାର କରାଯାଏ ବୈଦିକ ମତରେ ଏହା ଯୋନିଶୂଳ, ଅଗ୍ନି— ମାନ୍ଦ୍ୟ, ଅଳବଦ୍ଧତା, କ୍ରିମି, ଶୂଳ, କାସ, ବମି, ଶ୍ଳେଷ୍ନା ଓ ବାୟୁନାଶକ ଏହା ବୃକ୍ଷ୍ୟ, ରୁକ୍ଷ ଓ ପାଚକ]