Jump to content

ପାନସ

ଉଇକିଅଭିଧାନ‌ରୁ

ପାନସ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପାନୁସ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -(ଫାରାସୀ - ଫାନୁସ୍)

[ସମ୍ପାଦନା]

କାଚ ମେଘନାଳ ଓ କାଗଜ ନିର୍ମିତ ଦୀପାଧାରିବିଶେଷ —Chineese lantern.

[ଦ୍ରଷ୍ଟବ୍ୟ —ଯେଉଁ ପାନସ ଉପରେ ଉଡ଼େ ତାକୁ ଉଡ଼ା ପାନୁସ କୁହାଯାଏ]

ସଂସ୍କୃତ - ବିଶେଷଣ - (ପନସ+ ଅ)

[ସମ୍ପାଦନା]

ପଣସ ସମ୍ୱନ୍ଧୀୟ — Relating to the jackfruit.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପଣସରୁ ତିଆରି ପ୍ରାଚୀନ କାଳର ଏକପ୍ରକାର ମଦ୍ୟ — A kind of wine prepared in old times from the jack fruit.