ପାନାଗାର
(ପାନାଳୟ, ପାନଶାଳା—ଅନ୍ୟରୂପ)
ମଦଖଟି; ଯେଉଁ ଘରେ ମଦ ପିଇବା ପାଇଁ ଲୋକେ ଏକତ୍ର ହୁଅନ୍ତି —Tavern; a house where people assemble to drink wine.