Jump to content

ପାନାତ୍ୟୟ

ଉଇକିଅଭିଧାନ‌ରୁ

ପାନାତ୍ୟୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅତ୍ୟଧିକ ମଦ୍ୟପାନ ଯୋଗୁଁ ଜନ୍ମିବା ରୋଗ ବିଶେଷ —A disease due to excessive drinking of wine.

[ଦ୍ରଷ୍ଟବ୍ୟ —ଏଥିରେ ହୃଦୟର ଦାହ ଓ ପୀଡ଼ା ହୁଏ, ମୁହଁ ହଳଦିଆ ହୋଇଯାଏ, ଘନ ଘନ ମୂର୍ଚ୍ଛା ହୁଏ, ପ୍ରଳାପ ହୁଏ ଓ ମୂହଁରୁ ଫେଣ ବାହାରେ—ହିନ୍ଦୀ - ଶ.]